ମୋଦି ଙ୍କ ରାସ୍ତା ରେ ନବୀନ

ସରିଛି ଶପଥ ଗ୍ରହଣ ଉତ୍ସବ ୨୦ ଜଣ ମନ୍ତ୍ରୀ ଙ୍କୁ ଦିଆସରିଛି ବିଭିନ୍ନ ବିଭାଗ । ଏବେ ନବୀନ ଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ୍ଛି ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶୃତି । ଆସନ୍ତା କାଲି ସଚିବାଳରେ ଅନୁଷ୍ଠିତ ମନ୍ତ୍ରୀପରିଷଦ ବୈଠକ ରେ ଏହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିବା ଜଣାପଡିଛି । ଏକ ନୂଆ ଓଡିଶା ଗଠନ କରିବା ପାଇଁ ମନ୍ତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ । ଯେପରି ମୋଦି ପ୍ରଧାନମନ୍ତ୍ରୀ ଭାବେ ଭାରତବାସୀ ଙ୍କ ନିକଟରେ ତାଙ୍କ ସରକାରଙ୍କ ରିପୋର୍ଟକାର୍ଡ ରଖୁଥିଲେ ସେଇ ପନ୍ଥା ଆପଣେଇଛନ୍ତି ନବୀନ । ସେ କହିଛନ୍ତି ଏହି ସରକାର ଏକ ବର୍ଷ ପୂର୍ତ୍ତୀ କରିବା ପରେ ତାର ସେ ହିସାବ ଜନସାଧାରଣ ଙ୍କ ନିକଟରେ ରଖିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ