ମୋବିଲ ଇଣ୍ଡିଆ ପକ୍ଷରୁ ‘ମୋବିଲ ଦଙ୍ଗଲ ଅଫର୍’ ର ଶୁଭାରମ୍ଭ

ମୋବିଲ ଇଣ୍ଡିଆ ଏହାର ବାଣିଜ୍ୟିକ ଯାନ ଲୁବ୍ରିକାଂଟ ଅନ୍ତର୍ଗତ ‘ମୋବିଲ ଦଙ୍ଗଲ ଅଫର୍’ ର ଶୁଭାରମ୍ଭ କରିଛି ଏବଂ ଯିଏକି ବଜରଙ୍ଗ ପୁନିଆ ଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର ରୂପେ ନିଯୁକ୍ତ କରିଛନ୍ତି ଏବଂ ବର୍ତମାନ ସେ ଏହି ଅଫର୍କୁ ପ୍ରମୋଟ୍ କରିବେ । ଏହି ଅଫର୍ ସାରା ଦେଶରେ ଲାଗୁ ହୋଇଥିବା ବେଳେ ଆସନ୍ତା ୩୧ ଡିସେମ୍ବର, ୨୦୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଅଫର ଅନ୍ତର୍ଗତ ଗ୍ରାହକ ମାନେ ୧୫ଲିଟର ମୋବିଲ ଡେଲଭାକ ଏମ୍ଏକ୍ସ ପ୍ଲସ୍ ୧୫ଡବ୍ଲୁ-୪୦, ଏପିଆଇ ସିଆଇ-୪ପ୍ଲସ୍ କିମ୍ବା ମୋବିଲ ଡେଲଭାକ ସୁପର  ୧୪୦୦୧୫ଡବ୍ଲୁ-୪, ଏପିଆଇ-୪ ଦୁଇଟି ବାଲ୍ଟି କ୍ରୟ ଉପରେ ସମସ୍ତ ଆପ୍ଲିକେସନ ଥିବା ଏକ ମୋବାଇଲ ମାଗଣାରେ ପାଇବେ ଏବଂ ଏହା ସହିତ ୬ ମାସର କଥାବର୍ତା ଏବଂ ଡାଟା ବ୍ୟବହାର କରିବାର ଲାଭ ଉଠାଇ ପାରିବ । ଏହି ଅବସରରେ ଇମ୍ତିଆଜ୍ ଅହମ୍ମଦ ମୁଖ୍ୟ ଏକ୍ସନମୋବିଲ ଲୁବ୍ରିକାଂଟସ୍ ପ୍ରାଇଭେଟ ଲିମିଟେଡ ର ବ୍ୟବସାୟ ମୁଖ୍ୟ ପ୍ରବନ୍ଧକ ଶ୍ରୀ ଇମ୍ତିଆଜ୍ ଅହମ୍ମଦ କହିଛନ୍ତି ଯେ, ଆମ ଗ୍ରାହକ ମାନଙ୍କ ପାଇଁ ମୋବିଲ ଦଙ୍ଗଲ ଅଫର୍ ର ଶୁଭାରମ୍ଭ ସହିତ ବଜରଙ୍ଗ ପୁନିଆଙ୍କୁ ବାଣିଜ୍ୟିକ ଯାନ ଲୁବ୍ରିକାଂଟ ଅନ୍ତର୍ଗତ ବ୍ରାଣ୍ଡ ଆମ୍ବାସାଡର ରୂପେ ନିଯୁକ୍ତି ଦେଇ ଆମେ ବେଶ ଆନନ୍ଦିତ । ଏହି ଅଫର ଦ୍ୱାରା ଆମ ଗ୍ରାହକ ମାନଙ୍କ ଆମ ସହିତ ଖୁବ ସବୁ ସମୟରେ ଅନ୍ତରଙ୍ଗ ଭାବେ ଯୋଡିତ ହୋଇପାରିବୁ ବୋଲି ଆଶା ରଖିଛୁ ।  ଏକ୍ସନମୋବିଲ  ଏହାର କେମିକାଲ ବ୍ୟବସାୟ ବଜାର ଉନ୍ନତି ସହାୟତା, ବିଶ୍ଳେଷଣ ଓ ରିପୋର୍ଟ ଯୋଗାଇ ଦେଇଥାଏ । ଉତ୍ପାଦନ ଗୁଡିକର କାର୍ଯ୍ୟକ୍ଷମ ସହାୟତା ଏବଂ ଉତ୍ପାଦ ପରିକ୍ଷଣ ସହୟତା ଏହାର ବେଙ୍ଗାଲୁରୁ ଠାରେ ପ୍ରଯୁକ୍ତି କେନ୍ଦ୍ରଠାରେ ଉପଲବ୍ଧ । ଏହାର ଅନ୍ୟାନ୍ୟ ବ୍ୟବସାୟ ମଧ୍ୟରେ ସହଯୋଗୀ ମାନଙ୍କ ପାଇଁ ପରାମର୍ଶ ଏବଂ ଏଲଏନଜି ବଜାର ଉନ୍ନତି ସହାୟତା ପ୍ରଦାନ ପାଇଁ ଉଦ୍ଧିଷ୍ଟ । ବ୍ୟବସାୟ ସହାୟତା କେନ୍ଦ୍ର ଓ ପ୍ରଯୁକ୍ତି ସହାୟତା କେନ୍ଦ୍ର ବିଶ୍ୱ ବ୍ୟାପି ଏକ୍ସନମୋବିଲ ସେବା ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି । ଭାରତରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜ ମଙ୍ଗଳ ପାଇଁ ଏକ୍ସନମୋବିଲ ପକ୍ଷରୁ ଉଦ୍ୟମ ଜାରିରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ