ଯେଉଁଠି କାଦୁଅ ବାଳାଯାଇ ବରଯାତ୍ରୀଙ୍କୁ କରାଯାଏ
ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ । ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ଭଲ ଭାବେ ଚର୍ଚ୍ଚା କରାଯାଇଥାଏ । ତେବେ ଛତିଶଗଡ଼ ମାଝିଂ ଜନଜାତି ସମାଜରେ କନ୍ୟା ପକ୍ଷ ବରଯାତ୍ରୀଙ୍କୁ କାଦୁଅ ବାଳି ସ୍ୱାଗତ କରିଥାନ୍ତି । ଏହାକୁ ଦେଖିବାକୁ ଲାକେ ରୁଣ୍ଢ ହାଇଥାନ୍ତି । କାଦୁଅ ତିଆରି କରିବା ପାଇଁ ଚାଷ ଜମିର ଚିକିଟା ମାଟିରେ ପାଣି ମିଶା ଯାଇଥାଏ । ଏହାକୁ ବରଯାତ୍ରୀଙ୍କ ଦେହରେ ବାଳା ଯାଏ । ଏହି ପରମ୍ପରାକୁ ଏଠାରେ ବୀରତ୍ୱର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ । ମେନପାଟ ଅଞ୍ଚଳରେ ରହୁଥିବା ମାଝିଂ ଜନଜାତି ସମ୍ପ୍ରଦାୟ ଏହି ପରମ୍ପରାକୁ ଅତି ପୁରାତନ କାଳରୁ ଜାରି ରଖିଛନ୍ତି । ଏହି ସମ୍ପ୍ରଦାୟରେ ୧୨ଟି ଗାତ୍ର ରହିଛି । ତେବେ ମଇଁଷି ଗାତ୍ର ଏବଂ ଶୁଆ ଗାତ୍ର ମଧ୍ୟରେ ବିବାହ ଉତ୍ସବକୁ ଅତି ଆଡ଼ମ୍ବରରେ ପାଳନ କରାଯାଏ?


