ରାଜସ୍ୱ ବିଭାଗ ଦେଲା ବଡ ଝଟକା

ଭୁବନେଶ୍ୱର : ଦୁର୍ନୀତି ଗ୍ରସ୍ତ ୧୧ ଜଣ ଅଧିକାରୀଙ୍କ ବିରୋଧରେ ଡାକାର୍ଯର୍୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜସ୍ୱ ବିଭାଗ । ୧୧ ଜଣ ଅଧିକାରୀମାନଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ଓଏଏସ୍ ଅଧିକାରୀ । ଏହି ଅଧିକାରୀ ମାନଙ୍କୁ ମଧ୍ୟ ରାଜ୍ୟ ସରକାର ବହିଷ୍କୃତ କରିଛନ୍ତି ।ସେମାନଙ୍କ ପରିଚୟ ଲୋଇସିଂହା ତହସିଲଦାର ବିଜୟୀନି ବିଶ୍ୱାଳ, ଓ କୋମନା ବ୍ଲକର ପ୍ରଦୀପ କୁମାର ବେହେରା ବୋଲି ଜଣାପଡିଛି । ଜଣଙ୍କ ନାମରେ ସମ୍ବଲପୁର ଭିଜିଲାନ୍ସ ରେ ମାମଲା ରହିଥିବା ବେଲେ ପ୍ରଦୀପ ଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସରେ ମାମଲା ରହିଛି । ଅନ୍ୟ ୯ ଜଣଙ୍କ ପେନସନ ବନ୍ଦ କରିବା ନିଷ୍ପତି ନେଇଛି ରାଜସ୍ୱ ବିଭାଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ