ରାଜ୍ୟରେ କୃଷି ଅଭିବୃଦ୍ଧି ହାର ୪.୫%

ଭୁବନେଶ୍ବର : ମଙ୍ଗଳବାର ରାଜ୍ୟ ବିଧାନ ସଭାରେ ଅର୍ଥମନ୍ତ୍ରୀ ନିରଞ୍ଚନ ପୂଜାରୀ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନା କରିଛନ୍ତି ।ପ୍ରଥମେ କୃଷି ବଜେଟ ଆଗତ କରିଥିଲେ ।
କୃଷି ବଜେଟର ମୁଖ୍ୟାଶଂ :
୧.ରାଜ୍ୟରେ କୃଷି ଅଭିବୃଦ୍ଧି ହାର ୪.୫%
୨.ରାଜ୍ୟକୁ ୫ଥର ମିଳିଛି କୃଷି କର୍ମଣ ପୁରସ୍କାର
୩.କୃଷକଙ୍କ ସଶକ୍ତିକରଣ ପାଇଁ ‘କାଳିଆ’ ଯୋଜନା କାର‌୍ୟ୍ୟକାରୀ କରାଯାଉଛି
୪.କାଳିଆ ଯୋଜନାରେ ୫୧୧୫ କୋଟି ଟଙ୍କ ଚାଷୀଙ୍କ ଖାତାରେ ଜମା କରାଯାଇଛି
୫.ବିହନ ପାଇଁ ୧୦୦ ଓ ସାର ପାିଁ ୧୦୦ କୋଟିର ବ୍ୟବସ୍ଥା
୬.ଓୟୁଏଟି ହେବ ଉତ୍କର୍ଷ କେନ୍ଦ୍ର
୭. ଚଳିତ ଆର୍ଥିକ ବର୍ଷରେ ଆଉ ୧.୮୪ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ ସୁବିଧା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ