ରାଜ୍ୟସଭାରେ ପାରିତ ହେଲା ୟୁଏପିଏ ବିଲ

(ଯୁଗାବ୍ଦ ନ୍ୟୁଜ୍)-ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ଅ ନ୍ଲଫୁଲ ଆକ୍ଟିଭିଟିସ୍ ପ୍ରିଭେନ୍ସନ ଆକ୍ଟ-ୟୁଏପିଏ ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି । ଆଜି ଗୃହମନ୍ତ୍ରୀ ଅମିତ ଶୀହା ରାଜ୍ୟସଭାରେ ଏହି ବିଲ୍ ଉପରେ ନିଜର ବିବୃତି ରଖିକହିଛନ୍ତି । ଆଶଙ୍କବାଦ ସାରା ବିଶ୍ବ ପାଇଁ ଏକ ବଡ ସମସ୍ୟ ଭାବେ ଉଭାହୋଇଛି । ତା ବିରୋଧରେ ସମସ୍ତ ଏକ ଜୁଟ ହୋଇ ଲଢିବାର ବେଳେ ଆସିଛି ବୋଲି କହିଛନ୍ତି । ବିରୋଧି ଦଳ ତରଫରୁ ନୂଆ ଆଣ୍ଟି ଟେରର ଆଇନ୍ ର ଭୁଲ ବ୍ୟବହାର ହେବାର ଆଶଙ୍କା ପ୍ରଶ୍ନ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଲେ – ‘ଜରୁରୀକୀଳୀନ ପରିସ୍ଥିତିରେ କ’ଣ ହୋଇଥିଲା? ସମସ୍ତ ଗଣମାଧ୍ୟମକୁ ପ୍ରତିବନ୍ଧିତ କରାଯାଇଥିଲା। ସମସ୍ତ ନେତାଙ୍କୁ ଜେଲ ପଠାଇ ଦିଆଯାଇଥିଲା। ୧୯ ମାସରେ ପର‌୍ୟ୍ୟନ୍ତ କୌଣସି ଲୋକତନ୍ତ୍ର ନଥିଲା ପାରିତ ହେବାପରେ ବିଲ୍ ସପକ୍ଷରେ ୧୪୭ ଟି ଓ  ବି ପକ୍ଷରେ ୪୨ ଭୋଟ ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ