ନଭେମ୍ବର ୧୭ ରେ ଆସିପାରେ ଅଯୋଧ୍ୟା ରାୟ
ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ଅଯୋଧ୍ୟା ମାମଲାରେ ଏକ ବଡ ନିଷ୍ପତ୍ତି ଗ୍ରହଣ କରଛନ୍ତି ।ଅଗଷ୍ଟ ୬ ତାରିଖ ଠାରୁ ପ୍ରତି ସପ୍ତାହର ମଙ୍ଗଳବାର , ବୁଧବାର ,ଗୁରୁବାର ଦିନ ଲଗାତାର ଭାବେ ବିଚାର କରାଯିବ । ନଭେମ୍ବର ୧୭,୨୦୧୯ ରେ ବର୍ତ୍ତମାନର ପ୍ରଧାନ ବିଚାରପତି ରଂଞ୍ଜନ ଗୋଗେଇ ଅବସର ଗ୍ରହଣ କରିବାକୁ ଯାଉଛନ୍ତି ।ତେଣୁ ବିବାଦୀୟ ଅଯୋଧ୍ୟା ରାମଭୂମି ଗଠିତ ହୋଇଥିବା ମଧ୍ୟସ୍ଥତା କମିଟିକୁ ଭଙ୍ଗ କରିଛନ୍ତି । ନଭେମ୍ବର ୧୭ ସୁଦ୍ଧା ଅଯୋଧ୍ୟା ମାମଲାର ବିଚାର କରି ରାୟ ଶୁଣାଇବାକୁ ଚେଷ୍ଟା କରିଛନ୍ତି ।


