ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଞ୍ଚାୟତ ହାଟଡିହୀ ଠାରେ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ ଆଇନ ଅନୁଯାୟୀ ପୂଜକ ସୀତାକାନ୍ତ ପଣ୍ଡା ଓ କାଶିନାଥ ପଣ୍ଡା ବୈଦିକ ମନ୍ତ୍ର ଆବାହନରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥିଲେ । ଏଥିରେ ପ୍ରଥମେ ସୂର୍ଯ୍ୟ ପୂଜା, ଘଟପୂଜା ସହିତ ହୋମ ଯଜ୍ଞ ଓ ନାରାୟଣ ସ୍ତୁତି ଅନୁଷ୍ଠିତ ହୋଇଥିଲା । ସଂକଳ୍ପ କର୍ତ୍ତା ଭାବେ ଅକ୍ଷୟ ସାହୁ ଓ ଗୀତାରାଣୀ ସାହୁ ଦାୟିତ୍ୱ ନିର୍ବାହ କରିଥିବାବେଳେ ତିନିଦିନ ଧରି ଚାଲିଥିବା ପୂଜାକୁ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ