ମାନସିକ ବିକାରଗ୍ରସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଧିନ ରଣଜିତ ପଞ୍ଚାୟତ ଓ ଦକ୍ଷିଣବାଡ ପଞ୍ଚାୟତର ଦୁଇ ମାନସିକ ବିକାରଗ୍ରସ୍ତଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବିଡିଓ ବିଜୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ରବିନାରାୟଣ ପାତ୍ର ଏହି ପ୍ରମାଣପତ୍ର ପ୍ରସ୍ତୁତ କରି ମାନସିକ ବିକାରଗ୍ରସ୍ତଙ୍କ ନିକଟକୁ ପଠାଇଛନ୍ତି । ଭଦ୍ରକ ସିଆରଏସଆରଙ୍କ ସହଯୋଗରେ ଯୋଜନା ସହାୟକ ସୁଧାଂଶୁ ପାଢୀ ରଣଜିତ ଠାରେ ମାନସିକ ବିକାରଗ୍ରସ୍ତ ଗଙ୍ଗାଧର ଜେନା ଓ ଦକ୍ଷିଣବାଡ ଠାରେ ଇସ୍ପିତା ସେନାପତିଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ