ଶିକ୍ଷ। କ୍ଷେତ୍ରରେ ଶ୍ରେଷ୍ଠ ସ୍ଥ।ନ ଅଧିକ।ର କଲ। ହିଂଜିଳିକ।ଟୁ ବ୍ଳକ
ହିଂଜିଳିକ।ଟୁ, (ଶେଷଦେବ ସ।ହୁ): ଶିକ୍ଷ। କ୍ଷେତ୍ରର ସମସ୍ତ ବିଭ।ଗରେ ହିଂଜିଳିକ।ଟୁ ବ୍ଳକ ଗତ ଜୁଲ।ଇ ମ।ସରେ ର।ଜ୍ୟରେ ନଂ ଦ୍ଧ୍ୱ ୧ ର୍ୟ।ଙ୍କରେ ରହି ଶ୍ରେଷ୍ଠ ସ୍ଥ।ନ ଅଧିକ।ର କରିଛି । ସ।ଥ- ଇ କ।ର୍ଯ୍ୟକ୍ରମ ଜରିଆରେ ଓଏସଇପିଏ ପକ୍ଷରୁ ଜ।ରୀ ହୋଇଥିବ। ର।ଜ୍ୟର ିଭିନ୍ନ ବ୍ଳକର ଶିକ୍ଷ। କ୍ଷେତ୍ରକୁ ବିଚ।ର କରି ବିଦ୍ୟ।ଳୟ ଗଣଶିକ୍ଷ। ବିଭ।ଗ ପକ୍ଷରୁ ପ୍ରତି ମ।ସରେ ଏହି ର୍ୟ।ଙ୍କ ପ୍ରସ୍ତୁତ କର।ଯ।ଉଛି । ଚଳିତ ବର୍ଷ ଜୁଲ।ଇ ମ।ସରେ ହିଂଜିଳିକ।ଟୁ ବ୍ଳକ ଗଂଜ।ମ ଜିଲ୍ଲ। ସମେତ ର।ଜ୍ୟରେ ଶ୍ରେଷ୍ଠ ସ୍ଥ।ନ ଅଧିକ।ର କରିଛି ବେବ।ଲି ତକ୍ର।ଳୀନ ଗୋଷ୍ଠୀ ଶିକ୍ଷ।ଧିକ।ରୀ ଏସ. ଗିରିଧ।ରୀ କହିଛନ୍ତି । ଏହି ଅବସରରେ ଓଏସଇପିଏ ପକ୍ଷରୁ ତକ୍ର।ଳୀନ ଗୋଷ୍ଠୀ ଶିକ୍ଷ।ଧିକ।ରୀ ଏସ. ଗିରିଧ।ରୀଙ୍କୁ ଅଭିନନ୍ଦନ ଞ୍ଜ।ପନ କର।ଯ।ଇଛି । ଗଂଜ।ମ ଜିଲ୍ଲ। ଶିକ୍ଷ।ଧିକ।ରୀଙ୍କ ସମେତ ବହୁ ବିଭ।ଗୀୟ ଅଧିକ।ରୀ ଓ ସ୍ଥ।ନୀୟ ବ୍ଳକର କ।ର୍ଯ୍ୟରତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହଯୋଗରେ ଶିକ୍ଷ। କ୍ଷେତ୍ରରେ ହିଂଜିଳିକ।ଟୁ ବ୍ଳକ ଶ୍ରେଷ୍ଠ ସ୍ଥ।ନ ଅଧିକ।ର କରିପ।ରିଛି ବୋଲି ତକ୍ର।ଳୀନ ଗୋଷ୍ଠୀ ଶିକ୍ଷ।ଧିକ।ରୀ କହିଛନ୍ତି ।


