ସମବାୟ ପାଠ୍ୟକ୍ରମ ଉଦଘାଟନ
(ଯୁଗାବ୍ଦ ନ୍ୟୁଜ )ଗୋପାଳପୁର ସ୍ଥିତ ସମବାୟ ପରିଚାଳନା କେନ୍ଦ୍ର ପରିସରରେ ୬୯ତମ ସମବାୟ ପରିଚାଳନା ଓ ପ୍ରଶାସନିକ ପାଠ୍ୟକ୍ରମର ଉଦଘାଟନ ଉଛବ ଅନୁଷ୍ଟିତ ହୋଇଯାଇଛି।ଓଡିଶା ରାଜ୍ୟ ସମବାୟ ୟୁନିୟନ ର ନିଦ୍ଦେଶକ ତଥା ଉକ୍ତ ପରିଚାଳନା କେନ୍ଦ୍ରର ଉନ୍ନୟନ କମିଟିର ଅଧଷ ସନାତନ ସଂଗ୍ରାମ ସିଂ କଂ ଅଧଷତାରେ ଅନୁଷ୍ଟିତ ହୋଇଯାଇଛି।ପରିଚାଳନା କେନ୍ଦ୍ର ର ଅଧଷ ଶିବପ୍ରସାଦ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟଅତିଥି ଭାବେ ରାଜ୍ୟସମବାୟ ସଂଘ ସଭାପତି ହେମନ୍ତ ନାୟକ,ସଂପାଦକ ମନୋରଜଂନ ନାୟକ,ଯୁଗ୍ମ ନିଦ୍ଦେଶକ ସୂଯ୍ୟକାନ୍ତ ମିଶ୍ର ,ବ୍ରହ୍ମପୁର ଉପନିବନ୍ଧକ ବିଶ୍ବରଂଜନ ଦାସ,ସହକାରୀ ସମବାୟ ସମିଷକ କମଳାକାନ୍ତ ମିଶ୍ର,ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାକଂସଂପାଦକ ଚିତରଂଜନ ପାଣିଗ୍ରାହୀ,ଓଡିଶାରାଜ୍ୟ ସମବାୟ ସଂଘ ନିଦ୍ଦେଶକ କାତ୍ତିକେଶ୍ବର ପରିଡା,ସହକାରୀ ନିଦ୍ଦେଶକ ଆର.ଚନ୍ଦ୍ରଶେଖର ରେଡି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।ସମବାୟ ନିରିଷକ ଶିଷାଥୀକୁଂ ସମବାୟ ଆନ୍ଦୋଳନ ଭାରତବଷର ଗ୍ରାମାଞଳ ର ଦାରିଦ୍ରମାନକୁଂ ଋଣ ମୁକ୍ତି କରିବାପାଇଁ ମହାତ୍ମାଗାନ୍ଧୀ କଂନେତୃତ୍ବରେ ସଂପ୍ରସାରିତ ହୋଇଥିଲା।କେନ୍ଦ୍ର. ର ଅଧ୍ୟାପକ ଡି.କ୍ରିଷ୍ନାନନ୍ଦ ଧନ୍ୟବାଦ ଅପଣ କରିଥିଲେ ।


