ସର୍କିଟ ହାଉସ ପରିସ ରରେ ସୌଦର୍ଯ୍ୟ କରଣ ପାର୍କ ର ଉଦଘାଟନ କଲେ -ଆଇନ ମନ୍ତ୍ରୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅଵସର ରେ ଛତ୍ରପୁର ଏନଏନସି ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ପରିସର ହୋଇଥିବା ଆଧୁନିକ ଧରଣ ର ସୌଦର୍ଯ୍ୟ କରଣ ପାର୍କ କୁ ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି, ଏହିଅବସର ରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଡୁଡା ପିଡି ନୀଳ ମାଧବ ଭୋଇ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ,ଈଓ ସମ୍ବିତ ସଂଗ୍ରାମଜିତ ସାହୁ ଏବଂ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ, ସେହିପରି ରିକପଲ୍ଲୀ ସ୍ବର୍ଗଦ୍ୱାରା (ଶ୍ମଶାନ) ଏବଂ ବଡ଼ ରେଡି ସାହି ସ୍ଥିତ ସ୍ବର୍ଗଦ୍ୱାରା (ଶ୍ମଶାନ ) ର ରୂପାନ୍ତରିତ କରଣ ନିମନ୍ତେ ଶୀଳାନ୍ୟାସ ହୋଇଯାଇଛି, ଏହାସହିତ ୧୧ ନଂ ୱାର୍ଡ ଅନ୍ତର୍ଗତ ଗୋପବନ୍ଧୁନଗର ସାହିରେ ଥିବା ମିଶନଶକ୍ତି ଗୃହ ନିକଟରେ ହୋଇଥିବା ସୌଦର୍ଯ୍ୟ କରଣ କାର୍ଯ୍ୟ ଗୁଡିକ ର ଶୁକ୍ରବାର ଶୁଭ ଉଦଘାଟନ ହୋଇଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ