ସାନ ଭାଇ ର ଆତ୍ମହତ୍ୟା ଖବର ସୁଣି ବଡ ଭାଈ ର ଆତ୍ମହତ୍ୟା ଉଦ୍ୟମ

ଭବାନୀପାଟଣା,(ଓ୍ବାଇଏନ୍ଏସ୍):ପାରିବାରିକ କଳହ କୁ ନେଇ ସାନ ଭାଇ ବେକ ରେ ଦଉଡି ଦେ଼ଇ ଆତ୍ମହତ୍ୟା ଖବର ସୁଣି ବଡ ଭାଈ ଦେହ ରେ କିରୋସିନୀ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ, ଧର୍ମଗଡ ଥାନା ରଜମୋଟେ ର ଗାଁ ର ଘଟଣା , ସାନ ଭାଇ ର ମୃତ୍ୟୁ ଘଟି ଥିବା ବେଳେ ବଡ଼ ଭାଈ ଗୁରୁତର ଅବସ୍ଥାରେ ଭବାନିପାଟଣା ମେଡିକାଲ ରେ ଭର୍ତ୍ତି|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ