କଳାହାଣ୍ଡି ନକଲି ମାଓବାଦୀ ଗିରଫ 09/08/2020 YWPSENU8 0 Comments ନକଲି ମାଓବାଦୀ ଗିରଫ କଳାହାଣ୍ଡି,(ଓ୍ବାଇଏନ୍ଏସ୍):ମାଓବାଦୀ ନାଁ ରେ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗ ରେ ଜୟପାଟଣା ପୋଲିସ ଦ୍ବାରା ତିନି ଜଣ ନକଲି ମାଓବାଦୀ ଗିରଫ। ପୁଝାରୀଗୁଡା ର ବିଶିଷ୍ଟ ବ୍ୟବସାୟୀ ତୁଲସୀରାମ ନାଏକ ଙ୍କୁ ଫୋନ ଯୋଗେ ଧମକ ଦେଇଆସୁଥିଲେ। Spread the love