ହାତୀଓଟ ରେ ୟୁନିୟନ ବ୍ୟାଙ୍କର ନୂତନ ଏଟିଏମ ଉଦଘାଟନ

ପୋଲସରା ,(ଅନିଲ କୁମାର ମହାରଣା): ଗଞ୍ଜମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ହାତୀଓଟ ଗ୍ରାମରେ ଏକ ନୂତନ ଏଟିଏମ କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଡିସେମ୍ବର ୨୫ ତାରିଖ ଦିନ ଉଦଘାଟନ କରିଛନ୍ତି। ରବୀନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ପରିଚାଳିତ ୟୁନିୟନ ବ୍ୟାଙ୍କର ଏହି ଏଟିଏମ ଖୋଲିବା ଦ୍ୱାରା ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ବିଧାୟକ ଶ୍ରୀ ସାହୁ ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ନୂତନ ଏଟିଏମରୁ ଟଙ୍କା ଉଠାଇ ଖୁସି ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ