୨୮ , ୨୯ ସ୍କୁଲ ବନ୍ଦ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଆସନ୍ତା ୨୮ ଓ ୨୯ ତାରିଖ ଦୋଳପୂର୍ଣ୍ଣିମା ଓ ହୋଲି ଲାଗି ସ୍କୁଲ ବନ୍ଦ ରହିବ । ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ଗଣଶିକ୍ଷା ଅଧିନରେ ଥିବା ସମସ୍ତ ସରକାରୀ , ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ୨ ଦିନ ଛୁଟି ରହିବ । ଗୁରୁବାର ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ