ରାଜ୍ୟ ୱାଇଫାଇ ହେବ ବିଧାନସଭା 06/01/202006/01/2020 YWPSENU5 0 Comments ୱାଇଫାଇ ହେବ ବିଧାନସଭା ଭୁବନେଶ୍ୱର : ଆଗାମୀ ୨୦ ଦିନ ମଧ୍ୟରେ ପୂରା ବିଧାନସଭା ହେବ ୱାଇଫାଇ । ଏଣିକି ବିଧାନସଭାରେ ସମସ୍ତ ଫାଇଲ ଅନ୍ଲାଇନ୍ ଯୋଗେ ହେବ ଆଦାନପ୍ରଦାନ । ଏନେଇ ସୋମବାର ନେଭା ଓ ଓଡିଶା ଷ୍ଟେଟ ୱାଇଡ ନେଟୱାର୍କ ସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଲୋଚନା କରିଛନ୍ତି । Spread the love