ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ପୋଲିଂ ପାର୍ଟି ପ୍ରସ୍ତୁତ
ଅନୁଗୋଳ : ଅନୁଗୋଳ ଜିଲାରେ ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନ ହେବ। ଏ ନେଇ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରୁ ପୋଲିଂ ଅଧିକାରୀମାନେ ଇଭିଏମ୍ ଓ ଭିଭିପିଏଟି ମେଶିନ ସହ ବୁଥ ଗୁଡିକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ପ୍ରକାଶ ଥାଉକି ଜିଲ୍ଲାର ୫ ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟିଂ ହେବ କ୍ଷ ଏଥିପାଇଁ ସମସ୍ତ ପୋଲିଂ ଅଧିକାରୀ ମାନେ ନିଜ ନିଜ ର ନିର୍ବାଚନୀ ସମାଗ୍ରୀ ନେଇ ବିଭିନ୍ନ ପୋଲିଂ ସ୍ଥଳ କୁ ପ୍ରସ୍ଥାନ କରିବେ କ୍ଷ ପୁଲିସ ପକ୍ଷରୁ ମଧ୍ୟ ସମାନ ପ୍ରସ୍ତୁତି ଶେଷ ହୋଇଛି କ୍ଷ ଉଭୟ ପୁଲିସ ଓ ପୋଲିଂ ପାର୍ଟି ଏଥି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିବା ଜଣା ପଡିଛି କ୍ଷ