ଇଭିଏମରେ ତୃଟି, ମଦତାନରେ ବିଳମ୍ବ

ବନ୍ତ, (ଯୁଗାଦ୍ଦ ନ୍ୟୁଜ) : ।ରାଜ୍ୟରେ ଚାଲଛି ଶେଷ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ଟାରୁ ମତଦାନ ଜାରି ରହିଥିବାବେଳେ ଇଭିଏମରେ ତୃଟି ଯୋଗୁଁ ମତଦାନ ବିଳମ୍ବ ଦେଖାଦେଇଛି । ସେହିକ୍ରମରେ ବନ୍ତ ବ୍ଲକର ୭୩, ୧୦୪, ୧୦୦, ୧୩୧, ୧୩୪, ୧୩୭, ୮୧, ୭୭, ୭୧ ନଂ ବୁଥରେ ଇଭିଏମ ଖରାପ ଯୋଗୁଁ ମତଦାନରେ ବିଳମ୍ବ । ୧୨୯ନଂ ବୁଥରେ ଖରାପ ଇଭିଏମ ପରିବର୍ତ୍ତନ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ