ନିଟ୍ ପରୀକ୍ଷା ସ୍ଥଗିତ

ରାଜ୍ୟ ରେ ହେବାକୁ ଥିବା ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି ଏ ନେଇ କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଆର ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି । ସେ କହିଛନ୍ତି ପରୀକ୍ଷା ଘୁଞ୍ଚେଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଥିଲା କାରଣ ଫନି ଦ୍ୱାରା ରାଜଧାନୀ ଭୁବନେଶ୍ୱରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପରିକ୍ଷା କେନ୍ଦ୍ର ଗୁଡିକରେ ବହୁତ କ୍ଷୟକ୍ଷତି ହୋଇଥିବାରୁ ପରୀକ୍ଷା ଦେବା ସମ୍ଭବପର ନୁହେଁ ବୋଲି ରାଜ୍ୟ ସରକାର ଉଲ୍ଲେଖ କରିଥିଲେ । ଏବଂ ଏହା ସହିତ ମେ ୫ ରେ ହେବାକୁ ଥିବା (ଏମସ ୍) ସ୍ନାତ୍ତୋକତୋର ପରୀକ୍ଷା ମଧ୍ୟ ଘୁଞ୍ଚା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ