ଆରପାରିରେ କଟ୍ ,କପି,ପେଷ୍ଟର ଉଦ୍ଭାବକ
ଅଧୁନା ସମାଜରେ ସମସ୍ତ କ୍ଷେତ୍ରରେ କମ୍ପୁଟରର ଆବଶ୍ୟକତା ଜରୁରୀ । ସେଥି ମଧ୍ୟରୁ କମ୍ପୁଟରର କପି ,କଟ୍ ,ପେଷ୍ଟ ଆପଣ ସୁନିଶ୍ଚିତ ଜାଣିଥିବେ । ଏହି ତିନି ଗୋଟି କି ଦ୍ୱାରା କୈାଣସି କାମ କରିବା ସହଜ ସାଧ୍ୟ ହେବ ନାହିଁ । ଆପଣ ଜାଣନ୍ତି କି କଟ୍ କପି,ପେଷ୍ଟକୁ ଆମେରିକାର ଏକ କମ୍ପାନୀରେ କାର୍ୟ୍ୟକରୁଥିବା ଉଦ୍ଭାବକ ଲ୍ୟାରୀ ଟେସଲର ଉଦ୍ଭାବନ କରିଥିଲେ । ଗତ ସୋମବାର ତାଙ୍କର ୭୪ ବୟସରେ ତାଙ୍କର ଗତ ନିଧନ ହୋଇଛନ୍ତି । ସେ ୧୯୪୫ ମସିହାରେ ସେ ନ୍ୟୁୟର୍କର ଟେସଲରରେ ଜନ୍ମ ଗ୍ରହଣ କରିଥିଲେ । ଏଥିସହିତ ଫାଇଲ ରିଫ୍ଲେକ୍ସ ଭଳି ବହୁ ଅନେକ କମାଣ୍ଡରର ଉଦ୍ଭାବକ ଥିଲେ ।ତାଙ୍କର ଜୀବନ ଆମେରିକାର ଏକ ଜେରେକ୍ସ କମ୍ପାନୀରେ କଟିଥିଲା । ସେ ମୃତ୍ୟୁ ପରେ ଆମେରିକାର ଜେରେକ୍ସ କମ୍ପାନୀ ମଧ୍ୟ ତାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଛି ।


