ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

ଭୁବନେଶ୍ବର : ପଟିଆ ସ୍ଥିତ ବିଗ୍‌ ବଜାର ସିଲ୍‌ ହୋଇଛି। ବିଏମ୍‌ସି ପଟିଆ ସ୍ଥିତ ବିଗ୍‌ ବଜାରକୁ ସିଲ୍‌ କରିଛି। ବିଏମ୍‌ସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସିଲ୍‌ ଚାଲିଛି। ପରିମଳ, ଅଗ୍ନି ନିର୍ବାଚନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ପାଇଁ ଏହି ସିଲ୍‌ ହେଉଥିବାର ସୂଚନା ମିଳିଛି। ସିଲ୍‌ ସମ୍ପର୍କରେ ସୂଚନା ଦେଲେ ଭୁବନେଶ୍ବର ମହାନଗର ନିଗମ। ନିକଟରେ ରାଜଧାନୀରେ ଥିବା ବେଆଇନ କଲ୍ୟାଣ ମଣ୍ଡପକୁ ମଧ୍ୟ ବିଏମ୍‌ସି ସିଲ୍‌ କରିଛି। ଏହି କ୍ରମରେ 80ଟି କଲ୍ୟାଣ ମଣ୍ଡପ ସିଲ୍‌ କରିବାକୁ ଅଭିଯାନ ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ