କେନ୍ଦ୍ରାପଡ଼ା ରାସ୍ତା ଦୂର୍ଘଟଣାରେ ଅତିରିକ୍ତ ତହସିଲଦାର ଗୁରୁତ୍ତର 21/02/202021/02/2020 YWPSENU6 0 Comments ରାସ୍ତା ଦୂର୍ଘଟଣାରେ ଅତିରିକ୍ତ ତହସିଲଦାର ଗୁରୁତ୍ତର କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ୫ନମ୍ବର (କ) ଜାତୀୟ ରାଜପଥର ଗୋପଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ରାସ୍ତା ଦୂର୍ଘଟଣାରେ ଗୁରୁତ୍ତର ଭାବେ ଆହତ ହୋଇ ମହାକାଳପଡାର ଅତିରିକ୍ତ ତହସିଲଦାର ଅଜିତ କୁମାର ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । Spread the love