କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ରଥର ଡାହୁକଙ୍କ ବିୟୋଗ 01/03/202001/03/2020 yugabdha 0 Comments ଶ୍ରୀବଳଦେବଜୀଉଙ୍କ ରଥର ଡାହୁକଙ୍କ ବିୟୋଗ କେନ୍ଦ୍ରାପଡା : କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥର ଡାହୁକ ବୈଷ୍ଣବ ବ୍ରହ୍ମଚାରୀଙ୍କ ମହାରାଜଙ୍କ ୭୪ବର୍ଷ ବୟସରେ ରବିବାର ସକାଳ ପ୍ରାୟ ସାଢେ୧୧ଟା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳି ଯାଇଛି । Spread the love