ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ – କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ ।
ବୃଷ – ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମାତ୍ର ଦୁର୍ଘଟଣା ଘଟିମପାରେ ।
ମିଥୁନ – ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ ।
କର୍କଟ – ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ ।
ସିହଂ – ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ, ନୂତନ ଯୋଜନାରେ ସଫଳ ହେେ. ଆର୍ଥିକ ଉନ୍ନତି ପରିମାଣରେ ବୃଦ୍ଧି ପାଇବ ।
କନ୍ୟା – ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ ।
ତୁଳା – ଶାରୀରିକ ଅସୁସ୍ଥତା କିଛି ମାତ୍ରାରେ ରହିବ । ମାତ୍ର ଅର୍ଥିକ କିମ୍ବା କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଶାନ୍ତି କମ ରହିବ ।
ବିଛା – ଆର୍ଥିକ ଅଭିବୃଦ୍ଧି ହେବ । ବିବାହ ଯୋଗ୍ୟ ପିଲାମାନଙ୍କର ସୁଯୋଗ ଷୃଷ୍ଟି ହେବ, ସାନଭାଇଭଉଣି ଓ କର୍ମକ୍ଷେତ୍ରରେ ସହକର୍ମି ମାନଙ୍କର ସହଯୋଗରେ ଲାଭାନ୍ୱିତ ହେବେ ।
ଧନୁ – ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ନୁତନ ଦ୍ରବ୍ୟ କିମ୍ବା ଭୂ-ସମ୍ପତି କ୍ରୟ କରିବାର ସୂଚନା ରହିବ ।
ମକର – ଆର୍ଥିକ କ୍ଷେତ୍ରରେ ଊର୍ଣ୍ଣତି ଘଟିବ, ମାନସିକ ଶାନ୍ତି ମନକୁ ଆଗକୁ ନେବାରେ ସହାୟତା କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ପେଟଜନିତ ସମସ୍ୟା ଦେଖାଦେବ ।
କୁମ୍ଭ – କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ । ପିଲାମାନେ ଭବିଷ୍ୟତର ଯୋଜନାରେ ସଫଳ ରହିବେ ।
ମୀନ – ଶତ୍ରୁମାନେ ପରାହତ ହେବେ, କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ ।