ଆଜି କଳାହାଣ୍ଡି ରେ ସ୍କୁଟି ଚାଳକ ସର୍ବାଧିକ ୧୬୦୦୦ ଚାଲାନ ଭରିଛନ୍ତି।
କଳାହାଣ୍ଡି:ଭବାନୀପାଟଣା ତୃତୀୟ ଦିନ RTO ଗାଡି ଚେକିଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ୧୬୭୨୦ ଟଙ୍କା ଚାଲାନ କରିଥିବାବେଳେ ମଦ ପିଇ ଗାଡି ଚାଲୁଥିବା ୨ଜଣ ବିନା ଲାଇସେନ୍ସରେ ୫ ବିନା ହେଲମେଟ୧୮ ଓ ମୋବାଇଲ ଧରି କଥା ହୋଇ ଗାଡି ଚଳେଇବା ୨ଜଣ କୁ ଚାଲାଣ କଟିଥିବାବେଳେ ସର୍ବାଧିକ ଏକ ସ୍କୁଟି ଚାଳକ ଠାରୁ ୧୬୦୦୦ଟଙ୍କା ଚାଲାନ କଟିଥିବା କଳାହାଣ୍ଡି RTO ଦୀନବନ୍ଧୁ ଶୁଣ୍ଢି ସୂଚନା ଦେଇଛନ୍ତି । ସ୍କୁଟି ଚଳକ ର ଡ୍ରାଇଭିଂ ଲାଇସେନ୍ସ ବାବଦ କୁ ୫୦୦୦ ପ୍ରଦୂଷଣ ପ୍ରମାଣ ପତ୍ର ନଥିବାରୁ ୧୦୦୦୦ ଓ ହେଲମେଟ ପାଇଁ୧୦୦୦ ଫାଇନ ଭରିଛନ୍ତି ।