ତୃତୀୟ ସ୍ଥାନରେ ରହିଲେ ଦାମ

  • ରାଜ୍ୟସରକାର ଙ୍କୁ ଶାଣିତ ଆକ୍ରମଣ କରି ଅଡୁଆରେ ପକାଉଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଚଳିତ ନିର୍ବାଚନରେ ତାଙ୍କର ପାରମ୍ପାରିକ ନିର୍ବାଚନ ମଣ୍ଡଳୀ ବାଲିଗୁଦା ଏରସମାରୁ ନିର୍ବାଚନ ଲଢୁଥିଲେ ।କିନ୍ତୁ ତାଙ୍କୁ ଜନସାଧାରଣ ପ୍ରତ୍ୟାକ୍ଷାନ କରିଛନ୍ତି । ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାସ୍ୟ ଜନକ ଥିଲା । ବିଜେପି ଛାଡି ବିଜେଡି ରେ ମିଶିଥିବା ରଘୁ ନନ୍ଦନ ଦାସ ଙ୍କୁ ମଇଦାନ କୁ ଓହ୍ଲାଇଥିଲା ବିଜେଡି କିନ୍ତୁ ଏହି ଆସନରୁ ରଘୁ ୧ ଲକ୍ଷ ରୁ ଉର୍ଦ୍ଧ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମାହାପାତ୍ର ଙ୍କୁ ୪୯ ହଜାର ଭୋଟ ମିଳିଥିଲା । ତୃତୀୟ ସ୍ଥାନ କୁ ଖସି ଆସିଛନ୍ତି ଦାମ ରାଉତ ସେ ପାଇଛନ୍ତି ୩୭ହଜାର ଭୋଟ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ