କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ଆଜି ଅପରାହ୍ନରେ କିଏ କିଏ ଶପଥ ଗ୍ରହଣ କରିବେ ଜାଣନ୍ତୁ
ଓଡିଶାର ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ୧୦ ଘଣ୍ଟ ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ରାଜଭବନ ପକ୍ଷରୁ ମିଳିଥିବା ସୂୁଚନା ଅନୁଯାୟୀ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରଷ୍ଟ୍ରମନ୍ତ୍ରୀ ଶପଥ ନେବେ । କ୍ୟାବିନେଟ ମନ୍ତ୍ରୀ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,ବିକ୍ରମ କେଶରୀ ଆରୁଖ ,ପ୍ରଫୁଲ କୁମାର ମଲ୍ଲିକ ,ନିରଞ୍ଜନ ପୂଜାରୀ ,ପଦ୍ମନାଭ ବେହେରା , ପ୍ରତାପ ଜେନା ,ଅରୁଣ କୁମାର ସାହୁ ,ସୁଦାମ ମାରାଣ୍ଡି ,ସୁଶାନ୍ତ ସିଂ ,ନବକିଶୋର ଦାସ ,ଟୁକୁନି ସାହୁ ,କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେହିପରି ରାଷ୍ଟ୍ରପାହ୍ୟାମନ୍ତ୍ରୀ ଅଶୋକ ଚନ୍ଦ୍ ପଣ୍ଡା ,ଜ୍ୟୋତି ପ୍ରକାଶ ପାଣିଗ୍ରାହି ,ଦିବ୍ୟ ଶଙ୍କର ମିଶ୍ର ,ପ୍ରେମାନନ୍ଦ ନାୟକ ,ରଘୁନନ୍ଦନ ଦାସ , ପଦ୍ମିନୀ ଦିଆନ୍ ,ତୁଷାରକାନ୍ତି ବେହେରା ,ଜଗନ୍ନାଥ ସାରକା ,ଶପଥ ଗ୍ରହଣ କରିବେ ।