ଗୋଟିଏ ଦିନର ଦରମା ୫୦୦ କୋଟି ଟଙ୍କା ପ୍ରଦାନ କରିବ ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀ

ନୂଆଦିଲ୍ଲୀ : କୋଭିଡ୧୯ର ମୁକାବିଲା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀ ପିଏମ କେୟାର୍ସ ପାଣ୍ଠିକୁ ଗୋଟିଏ ଦିନର ଦରମା ପ୍ରଦାନ କରିବେ । ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରଜନାଥ ସିଂହ ଅନୁମୋଦନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଶାଖା ଯେପରିକି ସ୍ଥଳସେନା, ବାୟୁସେନା, ନୌ ସେନା ଓ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଦିରୁ ପ୍ରାୟ ୫୦୦ କୋଟି ଯୋଗଦାନ ରାଶି ସଂଗ୍ରହ ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ