ଶୁଭଦାୟକ ଗାଡ଼ି ନମ୍ବର

ଯେତେବେଳେ ଆପଣମାନେ ନୂତନ ଯାନବାହନ କିଣନ୍ତି, କ’ଣ ନମ୍ବର ରଖିବେ ସେ ନେଇ ଦ୍ୱନ୍ଦ୍ୱରେ ରୁହନ୍ତି । କେଉଁ ରଙ୍ଗର ନମ୍ବର ନେଲେ ଶୁଭ ହେବ ସେଥିପାଇଁ ଜ୍ୟୋତିଷକୁ ପରାମର୍ଶ କରନ୍ତି । ଆପଣଙ୍କ ରାଶି ଅନୁସାରେ ଜ୍ୟୋତିଷ ଯେଉଁ ଅଙ୍କ କୁହନ୍ତି ସେଥିରେ ଗାଡି ନମ୍ବର ରଖିବାକୁ ଚେଷ୍ଟା କରନ୍ତି । ଶାସ୍ତ୍ରବିତଙ୍କ କହିବା ଅନୁସାରେ ଏତେ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ରାଶି ଯାହା ହେଉନା କାହିଁକି ‘୯’ କୁ ସବୁବେଳେ ଗାଡି ନମ୍ବରରେ ସାମିଲ କରନ୍ତୁ । ଏହି ସଂଖ୍ୟା ସମସ୍ତଙ୍କ ପାଇଁ ଶୁଭ ଅଟେ । ତେଣୁ ଏହି ନମ୍ବର ରଖିଲେ କିଛି ବି ଅସୁବିଧା ହୋଇନଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ