ଦୁର୍ବୁତ୍ତଙ୍କ ବୋମା ମାଡ ରେ ଯୁବକ ଗୁରୁତର

ନୟାଗଡ କିଲ୍ଲା ନୂଆ ଗାଁ ଥାନା ଅନ୍ତର୍ଗତ ସୋରଡା ଗ୍ରାମରେ ଦୁର୍ବୁତ୍ତ ମାନେ ବୋମା ମାଡ କରିଛନ୍ତି ।ବୋମାମାଡରେ ବ୍ୟବସାୟୀ ଗଣେଶ ନାୟକ ଗୁରୁତର ଆହାତ ହୋଇଛନ୍ତି । ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏଭଳି ବୋମାମାଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଖବର ଗଣେଶ ନିଜର ଦୋକାନକୁ ବନ୍ଦ କରୁଥିବାବେଳେ ତିନି ଜଣ ଦୁବୁତ୍ତ ଆସି ଅତର୍କିତ ବୋମାମାଡ କରି ଘଟଣା ସ୍ଥଳରୁ େôଫରାର ହୋଇଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ