୩୬ କାର୍ଟୁନ ମଦ ସହ ୪ ଜଣଙ୍କୁ ଗିରଫ

କଳାହାଣ୍ଡି:ଲକ ଡାଉନ ପାଇଁ ସମସ୍ତ ମଦ ଦୋକାନ ସିଲ ହୋଇ ଥିବା ବେଳେ ଭବାନୀପାଟଣା ରେଳ ଷ୍ଟେସନ ବାର ମଦ ବିକ୍ରି ଅଭିଯୋଗ ରେ ୩୬ କାର୍ଟୁନ ମଦ ସହ ୪ ଜଣଙ୍କୁ ଗିରଫ କରିଛି ସଦର ଥାନା ପୁଲିସ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ