ବ୍ରହ୍ମପୁର ମହାନଗର ନିଗମ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ : ଏଚ୍ଏମ୍ଏସ୍
ବ୍ରହ୍ମପୁର (ଓ୍ବାଇଏନ୍ଏସ୍) : କରେ ।ନା ଭୁତାଣୁ ସଂକ୍ରମଣକୁ ରେ ।କିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଲକ ଡାଉନ ଯେ ।ଗୁଁ ଏକ ମାସ ହେଲା ବିଶେଷକରି ରାଜ୍ୟରେ କାଯର୍ୟରତ ନିର୍ମାଣ ଶ୍ରମିକମାନେ କାମଧନ୍ଦା ନ ପାଇ ଘରେ ବସି ଅର୍ଥ ଉପାର୍ଜନ କରିପାରୁନାହାନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ଯେ ।ଗାଇଦେବାକୁ ଘେ ।ଷଣା କରିବା ସହ ପ୍ରତ୍ୟେକଙ୍କୁ ୧୫ ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ପାଇଁ ଘେ ।ଷଣା କରିଥିବାରୁ ହିନ୍ଦ୍ ମଜଦୁର ସଭା (ଏଚ୍ଏମ୍ଏସ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବ୍ୟବସ୍ଥା କାଯର୍ୟକାରୀ କରାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ରହିଥିବା ନିର୍ମାଣ ଶ୍ରମିକମାନେ ଉକ୍ତ ସହାୟତା ରାଶି ପାଇବାରୁ ବଂଚିତ ହେ ।ଇଥିବା ସଂଘର ଅ ।ବାହକ ସତ୍ୟ ନାରାୟଣ ତ୍ରିପାଠୀ ଅଭିଯେ ।ଗ କରିଛନ୍ତି । ଉକ୍ତ ନିର୍ମାଣ ଶ୍ରମିକମାନଙ୍କୁ ଘେ ।ଷିତ ସହାୟତା ରାଶି ସହ ବିନା ମୂଲ୍ୟରେ ଚାଉଳ, ଡ଼ାଲି ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ତୁରନ୍ତ ଯେ ।ଗାଇ ଦେବାକୁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।