ଚୀନ ର ସିଚୁଆନ ପ୍ରଦେଶରେ ଆଜି ଭୋର ସମୟରୁ ଶକ୍ତିଶାଳୀ ଭୂମିକମ୍ପ ର ଝଟକା ଲାଗିଛି । ଏହି ଭୂମିକମ୍ପ ର ତୀବ୍ରତା ୬.୦ ରହିଥିବା ବେଳେ ଏହି ଘଟଣା ରେ ୧୧ ଜଣ ଙ୍କମୃତ୍ୟୁ ୧୨୩ ଜଣ ଆହତ ହୋଇ ସ୍ଥାନୀୟ ଡାକ୍ତର ଖାନା ରେ ଭର୍ତ୍ତୀ ହୋଇଛନ୍ତି । ବର୍ତ୍ତମାନ ସୁଧା ଉଦ୍ଧାକ କାର୍ଯ୍ୟ ଜାରି ରହିଛି ବୋଲି ସରକାରଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି ।