ତିନିମୁହାଣି ରାମ ମନ୍ଦିରରେ ଆନ୍ତର୍ଜାତୀକ ଯୋଗ ଦିବସ

କେନ୍ଦ୍ରାପଡା : ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ କେନ୍ଦ୍ରାପଡା ସହରର ତିନିମୁହାଣିସ୍ଥିତ ରାମ ମନ୍ଦିର ପରିସରରେ ଏକ ଯୋଗ ଶିବିର ବିବେକାନନ୍ଦ ମହାରଣାଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି ଶିବିରରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଅନେକ ବ୍ୟକ୍ତି ଯୋଗଦେଇ ଯୋଗ ଶିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ