ଆଜି ପୁଣି ସୁରାଟ ରୁ ଫେରୁଛନ୍ତି ୧୦୮ ଶ୍ରମିକ

ଫୁଲବାଣୀ,(ସୁର୍ଯ୍ୟ ନାରାୟଣ ବେହେରା):ସୁରାଟରୁ ଶ୍ରମିକ ମାନଙ୍କୁ ଧରି ଅଶୁଥିବା ତିନି ଟି ବସ କୁ କନ୍ଧମାଳ ପୋଲିସ ଚରିଛକ ରୁ ସୁରକ୍ଷା ରେ ଆଣୁଥିବା କନ୍ଧମାଳ ପୋଲିସ ଆରଆଇ ସୂଚନା ଦେଇଛନ୍ତି।ଏବେ କନ୍ଧମାଳ ରେ ପହଂଚିଛି । ୧୦୮ ଶ୍ରମିକ ନିଜ ଜିଲ୍ଲା ଗଞ୍ଜାମ କୁ ଫେରୁଛନ୍ତି । ଏମାନେ ସୁରାଟରୁ ବାହାରିଲା ପରେ ଛତିଶଗଡ ର ରାୟପୁର ଦେଇ ଓଡିଶା ସୀମାରେ ପ୍ରବେଶ କରିଛନ୍ତି ।ଏମାନଙ୍କୁ କଡା ସୁରକ୍ଷା ରେ ନିଆଯାଉଛି। ନୂଆପଡା,ସୋନପୁର,ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ଦେଇ ନିଜ ଜିଲ୍ଲାରେ ପହଞ୍ଚିବେ । ରାତି ପାଖପୁଖି ୧୨ଟା ରୁ ୧ଟା ମଧ୍ୟରେ ଗଂଜାମ ଜିଲ୍ଲାର କ୍ବାରାଣ୍ଟଟାଇନ ସେଣ୍ଟରରେ ପହଞ୍ଚିବାର ସୂଚନା ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ