ଡ଼ୁମାକୁମ୍ପା ପଂଚାୟତ ରେ ରାସନ କାର୍ଡ ନଥିବା ଗରିବ ଲୋକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋରନା ପାଇଁ ଓଡ଼ିଶା ସରକାର ୩ମାସ ର ଚାଉଳ ଓ ଗହମ ରେଶନ କାର୍ଡ ଥିବା ହିତାଧିକାରୀ ମାନକୁ ଦେଇଥିବା ବେଳେ ଫଳରେ ଅନେକ ଗରିବ ଓ ଅସହାୟ ଲୋକ ମାନେ ଯାହାର ରେଶନ କାର୍ଡ ନାହିଁ ଏଥିରୁ ବଞ୍ଚିତ ହୋଇଥିଲେ। ଏହାକୁ ନଜରରେ ରଖି ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଡ଼ୁମାକୁମ୍ପା ପଂଚାୟତରେ ସରପଞ୍ଚ ଶିବ ଶଙ୍କର ଗୌଡ଼ , ବ୍ଳକ ଉପାଦକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ଏବଂ ଅନେକ ବିଜେଡି କର୍ମ କର୍ତ୍ତା ପ୍ରମୁଖ ଙ୍କ ଉପସ୍ଥିତରେ ସେହି ପଂଚାୟତ ର ରାସନ କାର୍ଡ଼ ନଥିବା ୪୫ ଜଣ ଗରିବ ପରିବାର କୁ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ