ଅଗ୍ନିଶମ ବିଭାଗ ପକ୍ଷରୁ କ୍ୱାରେଣ୍ଟାଇନ ଗୃହକୁ ସାନିଟାଇଜେସନ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ବିଭିନ ସ୍ଥାନରେ ସାନିଟାଇଜ ଛିଞ୍ଚନ କାରାଯାଇଛି । କ୍ୱାରେଣ୍ଟାଇନ ଗୃହ,ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ବସ୍ ଗୁଡିକୁ ବିଶୋଧନ କରାଯାଯାଇଛି । ଲିଲିଗଡ଼ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ଚନ୍ଦ୍ରଗିରି କ୍ୱାରେଣ୍ଟାଇନ ଗୃହ, ହିକିର୍ମବିଦ୍ୟାଳୟ,ମୋହନାରେ ଥିବା ପ୍ରବସୀ ଓଡ଼ିଙ୍କୁ ଆଣିଥିବା ବସକୁ ମଧ୍ୟ ଅଗ୍ନିଶମ ବିଭାଗର ଅଧିକାରୀମାନେ ବିଶୋଧନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ତାରାକାନ୍ତମହାପାତ୍ର ଓ ତାଙ୍କ କର୍ମଚାରୀ ଉପସ୍ଥିତ ଥିଲେ ।