କବୀର ସିଂ ର ସଫଳତା ପରେ ବଢିଲା ସାହିଦ ଙ୍କ ଫି

ଯୁଗାବ୍ଦ ନ୍ୟୁଜ -ବଲିଉଡ ର ନାୟକ ହୁଅନ୍ତୁ କିମ୍ବା ନାୟ୍ିକା ସେମାନଙ୍କ ର ଗୋଟିଏ ଫିଲ୍ମ ହିଟ ହୋଇଗଲେ ଆକାଶ ଛୁଆଁ ହୋଇଯାଏ ସେମାନଙ୍କ ର ଡିମାଣ୍ଡ । ଏଥି ପାଇଁ ମଧ୍ୟ ଫିଲ୍ମି ମେକରସ ମାନେ ଫିଜ ଦେବାକୁ ପ୍ରସ୍ତୁତ ଥାନ୍ତି ଏହି ଧାରା ବଲିଉଡ ରେ ବହୁ ପୁରୁଣା । ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ଅନସ୍କ୍ରିନ କବୀର ସିଂ ଅର୍ଥାତ ସାହିଦ କପୁର । କବୀର ସିଂ ର ଡାଇରେକ୍ଟର ସନ୍ଦିପ ୱାଙ୍ଗା କବୀର ସିଂ କୁ ଭଲ ରେସପନ୍ସ ମିଳିବା ପରେ ସହିଦ କପୁର ଙ୍କ ଅପକମିଙ୍ଗ ଫିଲ୍ମ ସୁଟିଙ୍ଗ ହେବା ପୂର୍ବରୁ ସାହିଦ ତାଙ୍କର ଫି ଆକାଶ ଛୁଆଁ କରିଦେଇଛନ୍ତି । ମିଳୁଥିବା ସୂଚନା ଅନୁସାର ସାହିଦ ଙ୍କୁ ମିଳୁଥିବା ଫି ଠାରୁ ଦୁଇ ଗୁଣ ଅଧିକ ଟଙ୍କା ଦେଇପାରନ୍ତି ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ