ବିଧାନସଭାରେ ବିଭିନ୍ନ କମିଟିର ସଦସ୍ୟ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର ,  (ଯୁଗାବ୍ଦ ନ୍ୟୁଜ ) ବିଧାନସଭାରେ ୧୦ଟି  ଗୁରୁତ୍ୱପୁର୍ଣ୍ଣ  କମିଟି ଘୋଷଣା କରିଛନ୍ତି ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର । ପ୍ରତି କମିଟିରେ ଜଣେ ଅଧ୍ୟକ୍ଷ ରହିବା ସହିତ ୧୨ଜଣ

ବିଧାନସଭାରେ ବିଭିନ୍ନ କମିଟିର ସଦସ୍ୟ ଘୋଷଣା କଲେ ବାଚସ୍ପତି
ବିଧାନସଭାରେ ବିଭିନ୍ନ କମିଟିର ସଦସ୍ୟ ଘୋଷଣା କଲେ ବାଚସ୍ପତି

ରହିବେ ବୋଲି ସେ କହିଛନ୍ତି ।

୧– ଗୃହ, ସାଧାରଣ ପ୍ରଶାସନ ଓ ଆଇନ ଅଧ୍ୟକ୍ଷ – କିଶୋର ମହାନ୍ତି

ସଦସ୍ୟ . . . 
୧. ଜୟ ନାରାୟଣ ମିଶ୍ର
୨. ଅନନ୍ତ ଦାସ
୩. ପ୍ରଣବ ପ୍ରକାଶ ଦାସ
୪. ରୋହିତ ପୂଜାରୀ
୫. ପ୍ରଶାନ୍ତ ମୁଦୁଲି
୬. ବ୍ରଜ ପ୍ରଧାନ
୭. କେ. ନାରାୟଣ ରାଓ
୮. ମହମ୍ମଦ ମୁକିମ୍
୯. ରମେଶ ସାଏ
୧୦. ଦେବୀ ରଞ୍ଜନ ତ୍ରିପାଠୀ
୧୧. ସଞ୍ଜୀବ କୁମାର ମଲ୍ଲିକ

୨. ଜଳ ସମ୍ପଦ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ. ଅଧ୍ୟକ୍ଷ – ନୃସିଂହ ସାହୁ

ସଦସ୍ୟ . . . 
୧. ପ୍ରଣବ ବଳବନ୍ତରାୟ
୨. ପ୍ରତାପ କେଶରୀ ଦେବ
୩. ପ୍ରଦୀପ ପାଣିଗ୍ରାହୀ
୪. ବିଷ୍ନୁ ଚରଣ ସେଠୀ
୫. ଉମାକାନ୍ତ ସାମନ୍ତରାୟ
୬. ରାଜେନ୍ଦ୍ର ସାହୁ
୭. ସୁଧୀର କୁମାର ସାମଲ
୮. ରଘୁନାଥ ଗମାଙ୍ଗ
୯. ସରୋଜ ମେହେର୍
୧୦. ଅଧିରାଜ ମୋହନ ପାଣିଗ୍ରାହୀ
୧୧. ଭବାନି ଶଙ୍କର ଭୋଇ

୩. ପୂର୍ତ୍ତ, ପର୍ଯ୍ୟଟନ, ଓଡ଼ିଆ ଭାଷା, ଗୃହ ଓ ନଗର ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ ଅଧ୍ୟକ୍ଷ – ପ୍ରଫୁଲ୍ଲ କୁମାର ସାମଲ

ସଦସ୍ୟ. . . 
୧. ଅମର ପ୍ରସାଦ ଶତପଥୀ
୨. ସାରଦା ପ୍ରସନ୍ନ ନାୟକ
୩. ତାରା ପ୍ରସାଦ ବାହିନିପତି
୪. ସୌମ୍ୟ ରଂଜନ ପଟ୍ଟନାୟକ
୫. ବ୍ୟୋମକେଶ ରାୟ
୬. ଅନନ୍ତ ନାରାୟଣ ଜେନା
୭. ବିକ୍ରମ ପଣ୍ଡା
୮. ସୁଶାନ୍ତ କୁମାର ରାଉତ
୯. ଜୟନ୍ତ କୁମାର ଷଡଙ୍ଗୀ
୧୦. ପ୍ରକାଶ ସୋରେନ
୧୧. ସୌଭିକ ବିଶ୍ଵାଳ

୪– ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ପ୍ରଯୁକ୍ତି ବିଦ୍ୟା ଅଧ୍ୟକ୍ଷ – ଭୂପିନ୍ଦର ସିଂହ

ସଦସ୍ୟ . . . . 
୧. ବିଜୟ ରଞ୍ଜନ ସିଂ ବରିହା
୨. ନିତ୍ୟାନନ୍ଦ ସାହୁ
୩. ଦେବେଶ ଆଚାର୍ଯ୍ୟ
୪. ସୀମାରାଣୀ ନାୟକ
୫. ସୁଶାନ୍ତ କୁମାର ବେହେରା
୬. ସୁନନ୍ଦା ଦାସ
୭. ପ୍ରକାଶ ମାଝୀ
୮. ଶଙ୍କର ଓରାମ
୯. ଆଦିତ୍ୟ ମାଢ଼ି
୧୦. ମୁକେଶ ପାଲ.

୫– ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଅଧ୍ୟକ୍ଷ – ଅଶ୍ୱିନୀ କୁମାର ପାତ୍ର

ସଦସ୍ୟ . . . 
୧. ପ୍ରମୋଦ ମଲ୍ଲିକ
୨. ରମେଶ ଜେନା
୩. ଲକ୍ଷ୍ମଣ ମୁଣ୍ଡା
୪. ଲତିକା ପ୍ରଧାନ
୫. ମିନାକ୍ଷୀ ମହାନ୍ତ
୬. ସୁଧାଂଶୁ ଶେଖର ପରିଡା
୭. ରାଜକିଶୋର ଦାସ
୮. ବାସନ୍ତୀ ହେମ୍ବ୍ରମ
୯. ମଦନମୋହନ ଦତ୍ତ
୧୦. କୁସୁମ ଟେଟେ
୧୧. ଭୂଦାନ ମୁର୍ମୁ

୬– ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧ୍ୟକ୍ଷ – ନରସିଂହ ମିଶ୍ର

ସଦସ୍ୟ. . .
୧. ପ୍ରଦୀପ କୁମାର ମହାରଥୀ
୨. ବଦ୍ରିନାରାୟଣ ପାତ୍ର
୩. ଅରବିନ୍ଦ ଢାଲି
୪. ସତ୍ୟ ନାରାୟଣ ପ୍ରଧାନ
୫. ପ୍ରଶାନ୍ତ କୁମାର ଜଗଦେବ୍
୬. ମହୀଧର ରଣା
୭. ମନୋହର ରନ୍ଧାରୀ
୮. ଭାସ୍କର ମଢ଼େଇ
୯. ମଞ୍ଜୁଳା ସ୍ୱାଇଁ
୧୦. ପ୍ରଦୀପ କୁମାର ଦିଶାରୀ
୧୧. ନିତ୍ୟାନନ୍ଦ ଗଣ୍ଡ

୭– ଶିଳ୍ପ, ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧ୍ୟକ୍ଷ – ପ୍ରଦୀପ କୁମାର ଅମାତ

ସଦସ୍ୟ. 
୧. ଉଷା ଦେବୀ
୨. ବିଷ୍ନୁ ଦାସ
୩. ଶଶିଭୂଷଣ ବେହେରା
୪. ଦାଶରଥି ଗମାଙ୍ଗ
୫. ଜିତୁ ମିତ୍ର
୬. ଶ୍ରୀକାନ୍ତ ସାହୁ
୭. ଧୃବ ଚରଣ ସାହୁ
୮. ସୁବାସ ବେହେରା
୯. ଅଙ୍ଗଦ କହଁର
୧୦. ମୁକେଶ ମହାଲିଙ୍ଗ
୧୧. ସନାତନ ବିଜୁଳି

୮– ଆଦିବାସୀ ଉନ୍ନୟନ, ଶ୍ରମ ଓ ନିୟୋଜନ, ଏମଏସଏମଇ ଅଧ୍ୟକ୍ଷ – ମୋହନ ଚରଣ ମାଝୀ

ସଦସ୍ୟ.

୧. ପୂର୍ଣ୍ଣଚନ୍ଦ୍ର ବାକା
୨. ପିତମ ପାଢୀ
୩. କେ ସୂର‌୍ୟ୍ୟମଣି ବୈଦ୍ୟ
୪. ଚକ୍ରମଣି କହଁର
୫. କିଶୋର ଚନ୍ଦ୍ର ନାୟକ
୬. ସଦାଶିବ ପ୍ରଧାନୀ
୭. ମକରନ୍ଦ ମୁଦୁଲି
୮. ରମେଶ ବେହେରା
୯. ସି ଏସ୍ ରାଜନ ଏକ୍କା
୧୦. ନାଉରି ନାଏକ
୧୧. ନବ ଚରଣ ମାଝୀ

୯– ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ଅଧ୍ୟକ୍ଷ – ଦେବୀ ପ୍ରସାଦ ମିଶ୍ର

ସଦସ୍ୟ . . .
୧. ଅତନୁ ସବ୍ୟସାଚୀ ନାୟକ
୨. ସନ୍ତୋଷ ସିଂହ ସାଲୁଜା
୩. ସାଲୁଗା ପ୍ରଧାନ
୪. ରାଜେନ୍ଦ୍ର ଢୋଲକିଆ
୫. ଭାଗୀରଥୀ ସେଠୀ
୬. ପ୍ରିତିରଞ୍ଜନ ଘଡ଼େଇ
୭. ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ
୮. ସୁକାନ୍ତ ନାୟକ
୯. ଅଶୋକ ବଳ
୧୦. ପ୍ରଶାନ୍ତ ବେହେରା
୧୧. ସୁବାସ ପାଣିଗ୍ରାହୀ

୧୦ – ଶକ୍ତି, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା, ଅବକାରୀ ଅଧ୍ୟକ୍ଷ – ସୁବ୍ରତ ତରାଇ

ସଦସ୍ୟ . . . 
୧. ସୁରେଶ୍ ରାଉତରାୟ
୨. ଚନ୍ଦ୍ର ସାରଥୀ ବେହେରା
୩. ସ୍ନେହାଙ୍ଗୀନି ଛୁରିଆ
୪. ରଘୁରାମ ପଡାଲ
୫. ପର୍ଶୁରାମ ଧଡା
୬. ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
୭. ଗଣେଶ ରାମ ସିଂ ଖୁଣ୍ଟିଆ
୮. ମୌଷଧି ବାଗ
୯. ସମ୍ବିତ୍ ରାଉତରାୟ
୧୦. ପ୍ରଭୁ ଜାନି
୧୧. ଜଗନ୍ନାଥ ନାୟକ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ