ଚାରା ରୋପଣ ପାଇଁ ହଦଗଡ ବନବିଭାଗର କ୍ଷେତ୍ର ପରିଦର୍ଶନ

ହାଟଡିହି (ଓ୍ବାଇଏନ୍ଏସ୍) : ପଢ଼ିଆରିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କାହାଳିଆଗଡିଆ, କୁରାଢ଼ିଘସା ଗ୍ରାମର ସରକାରଙ୍କ ପତିତ ଜମିରେ ଗଢ଼ି ଉଠିବାକୁ ଥିବା ଆଞ୍ଚଳିକ ସବୁଜ ଉଦ୍ୟାନରେ ବୃକ୍ଷରୋପଣ ପାଇଁ ଆନନ୍ଦପୁର ଡି.ଏଫ.ଓ ଙ୍କ ତରଫରୁ ଏ.ସି.ଏଫ ପ୍ରଫୁଲ କୁମାର ମଲ୍ଲିକ, ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତି, ଫରେଷ୍ଟର କେଦାର ପାତ୍ର ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କିପରି ଅଧିକରୁ ଅଧିକ ଗଛ ଲଗାଯାଇ ପାରିବ ଓ ତାହାର ଯତ୍ନ ନିଆଯାଇ ପାରିବ ସେନେଇ ଏ.ସି.ବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା, ସଦସ୍ୟ ପୁରସ୍ତମ ସାହୁ, ସନ୍ତୋଷ କୁମାର ସାହୁ, ପଙ୍କଜ କୁମାର ତ୍ରିପାଠୀ, ସୁରେନ୍ଦ୍ର କୁମାର ବେହେରା, କେଶବ ଚନ୍ଦ୍ର ବେହେରା, ବିନୋଦ କୁମାର ମହାକୁଡ, ଚନ୍ଦ୍ରମଣି ବେହେରା, ରବିନ୍ଦ୍ର କୁମାର ବେହେରାଙ୍କ ସହିତ ଆଲୋଚନା କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ