ବ୍ରହ୍ମପୁର ବନୋମହୋତ୍ସବ ଅବସରରେ ବୃକ୍ଷରୋପଣ
ବ୍ର୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁର ଖାଜା ସାହି ସ୍ଥିତ ମୁଖ୍ୟରାସ୍ତାରେ ସ୍ଥାନୀୟ ବାସିନ୍ଦାଙ୍କ ସହେଯାଗରେ ବି.ଡି.ଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲ । ଏହି ବୈଠକରେ ସ୍ଥାନୀୟ ଜନସାଧାରଣ ମାନେ ବିଭିନ୍ନ କିସମର ୩୦ଟି ଗଛ ଲଗାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର , ବିଧାୟକ ବିକ୍ରମ ପଣ୍ଡା, ଡଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ଟି. ଗୋପୀ, ସଂଘମିତ୍ରା ଦଳେଇ ,ମମତା ବିଷୋୟୀ, ସୁରେନ୍ଦ୍ର ମହାପାତ୍ର , ମୁକୁନ୍ଦ ଗୌଡ , ଚନ୍ଦ୍ର ମୋହନ ସାହୁ, ଲୁନା ମହାରଣା, ଶୁସାନ୍ତ କୁମାର ସାମଲ, ଲୁନା ମହାରଣା, ପ୍ରଦୀପ ସାହୁ ସମେତ ବହୁ ଅଞ୍ଚଳବାସୀ ଯୋଗ ଦେଇଥିଲେ ।


