ଓଡିଶାର ଗାଇଡ୍ କମିଶନରଙ୍କ ବିଶ୍ୱ ଜାମ୍ବୋରୀରେ ଯୋଗଦାନ

(ଯୁଗାବ୍ଦ ନ୍ୟୁଜ) : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ସଂସ୍ଥାର ସହକାରୀ ରାଜ୍ୟ ଗାଇଡ୍ କମିଶନର ଡଃ ନମିତା ପଟ୍ଟନାୟକ ଉତ୍ତର ଆମେରିକାର ପଶ୍ଚିମ ଭର୍ଜିନିଆଠାରେ ହେଉଥିବା ୨୪ତମ ବିଶ୍ୱ ସ୍କାଉଟସ୍ ଜାମ୍ବୋରୀରେ ଜଣେ ଆନ୍ତର୍ଜାତୀୟ ସେବାଦଳର ସଦସ୍ୟା ଭାବରେ ଯୋଗଦାନ ପାଇଁ ଓଡିଶାରୁ ପ୍ରତିନିଧିତ୍ୱ କରିବା ପାଇଁ ଏକମାତ୍ର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଆସନ୍ତା ୧୫ ଜୁଲାଇ ରୁ ଭୁବନେଶ୍ୱର ରୁ ସେ ଦିଲ୍ଲୀ ଜାତୀୟ କାର୍ଯ୍ୟାଳୟରେ ପହଞ୍ଚି ସେଠାରୁ ଆବଶ୍ୟକୀୟ ତାଲିମ ନେଇ ୧୮ ଜୁଲାଇ ରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଶିବିରରେ ଙକ୍ଟ୍ରରକ୍ସବଗ୍ଧସକ୍ଟଦ୍ଭ -ଈଝଉ-ଝଙ୍କଭ ଉବଜ୍ଞକ୍ଟ୍ର-ଊରେ ଜଣେ ଶିବିର ପରିଚାଳନାର ସଦସ୍ୟ ଭାବରେ କାର୍ଯ୍ୟ କରିବେ । ଏହି ଜାମ୍ବୋରୀରେ ୧୭୫ଟି ଦେଶରୁ ୪୦,୦୦୦ରୁ ଊଦ୍ଧ୍ୱର୍ ସ୍କାଉଟ ଯୋଗଦେବେ । ଏହାବ୍ୟତୀତ ଆମେରିକାରେ ରହୁଥିବା କମ୍ପ୍ୟୁଟର ଇଞ୍ଜିନିୟର ଶ୍ରୀମତୀ ସଙ୍ଗୀତା ନାୟକ, ସୁନୀତା ବହିଦାରଙ୍କ ଆତିଥ୍ୟ ଗ୍ରହଣ କରିବା ସହିତ ଓଡିଆବାସୀମାନଙ୍କର ସଂଗଠନ ଙଝଇର କର୍ମକର୍ତ୍ତାଙ୍କ ସହ ଅଗଷ୍ଟ ୧୫ର ସ୍ୱାଧୀନତା ଦିବସ ଏବଂ ଗଣେଷ ପୂଜା ପାଳନ ପୂର୍ବକ ସେପ୍ଟେମ୍ବର ୪ ତାରିଖରେ ଓଡିଶା ଫେରି ଆସିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ