ମାରାତ୍ମକ ମୋବାଇଲ୍!ହୋଇପାରେ କ୍ୟାନ୍ସର୍

ଆଜିକାଲି ବିନା ମୋବାଇଲ ଫୋନ୍ ଦ୍ୱାରା କାମ ହୋଇପାରେ ନାହିଁ । ସବୁବେଳେ ମୋବାଇଲ ଫୋନ୍ କାନରେ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ସ୍କାର୍ଟଫୋନ୍ରୁ ବାହାରୁଥବା ରେଡ଼ିଓ ତରଙ୍ଗ ଆପଣଙ୍କ ପାଇଁ କେତେ ହାନୀକାରକ । କେତେ ଜଣ କୁହନ୍ତି ରେଡ଼ିୟସନ୍ ଦ୍ୱାରା ଟ୍ୟୁମର ହୋଇପାରିବ । ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏହାର ସଠିକ୍ ତଥ୍ୟ ପାଇପାରିନାହାଁନ୍ତି । ମୋବାଇଲ୍ ଅଧିକ ବ୍ୟବହାର ଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ରହିଛି । ମାଇକ୍ରୋୱବେ ଏକ୍ସ ଓ ଅଲ୍ଟ୍ରାଭାଉଲେଟ୍ କିରଣ ତୁଳନାରେ କମ୍ ଶକ୍ତିଶାଳୀ । ଅନ୍ୟଟି ଏକ୍ସରେ ଓ ପରାବୋଗନି କିରଣ ଆମର ଡ଼ିଏନ୍ରେ ମଜଭୁତ ରାସାୟନିକ ବନ୍ଧକୁ ଭାଙ୍ଗିବାରେ କ୍ଷମତା ରଖେ । ଆମେରିକାରକ୍ୟାନ୍ସର ସୋସାଇଟ୍ ଏହି କିରଣକୁ ପ୍ରକୃତି ସହ ଅନୁସନ୍ଧାନ କରିଛି । ମୋବାଇଲ୍ ଫୋନରୁ ବାହାରୁଥିବା ସୁକ୍ଷ୍ମ ତରଙ୍ଗରେ ଏତେ ଶକ୍ତି ନାହିଁ କି ଆମର ଡ଼ିଏନ୍କୁ ଅଲଗା କରି ଦେବ କିନ୍ତୁ ଏହାମାନେ ନୁହେଁ ଯେ ମୋବାଇଲରୁ ବାହାରୁଥିବା କିରଣ ଆମ ପାଇଁ ସୁରକ୍ଷିତ । ଏପର୍ଯ୍ୟନ୍ତ ଏହା ଠିକ୍ ସେ ଜଣାପଡ଼ି ନାହିଁ କି ମୋବାଇଲରୁ ବାହାରୁଥିବା ବିକିରଣ କ୍ୟାନ୍ସର ରୋଗ ହୋଇପାରିବ । ବହୁତ ଲୋକ ଫୋନ୍ କିଣିବା ସମୟରେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଫୋନ୍ର ଫିଚ୍ଚର ଦେଖି କିଣନ୍ତି । ଜର୍ମାନର ଫେର୍ଡ଼ରଲ ଆଫିସ୍ ଫାଁର ଡ଼େଟା ପ୍ରୋଟେକ୍ସନ୍ ଏଥର ଏକ ସୂଚି ତିଆରି କରିଛି । ଏହି ସୂଚିରେ ସ୍ମାର୍ଟଫୋନ୍ରେ ବାହାରୁଥିବା ଏଡ଼ିସନ୍ ତଥ୍ୟ ଦିଆଯାଇଛି । ସବୁଠୁ ବହୁତ ବିକିରଣ ୱାନ ପ୍ଲସ, ହୁୱାଇ ଓ ନୋକିଆ ଫୋନ୍ । ମୋବାଇଲ୍ ଏଡ଼ିସନ୍କୁ ନେଇ ଏପର୍ଯ୍ୟନ୍ତ କିଛି ବି ତଥ୍ୟ ଓ ନୀତି ନିୟମ ବାହାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ