କଲେଜ ଛାତ୍ରୀ ଙ୍କୁ ଦୁଷ୍କର୍ମ ଘଟଣା ଅଭିଯୁକ୍ତ ଶିକ୍ଷକ ଗିରଫ 

କୁଚିଣ୍ଡା (ଯୁଗାବ୍ଦ ନ୍ୟୁଜ୍): )କୁଚିଣ୍ଡା ଅଞ୍ଚଳ ରେ ଏକ ନାବାଳିକା କଲେଜ ଛାତ୍ରୀ କୁ ଜଙ୍ଗଲ ଭିତର ରେ ଡ଼ାକିନେଇ ଦୁଷ୍କର୍ମ କରିଥିଲା କ୍ଷ ଲୋକଙ୍କ ହାତରେ ଧାରା ପଡିବା ଘଟଣା ଭିଡିଓ ଭାଇରକ୍ଷଳ ହୋଇ ଚାରିଆଡେ ଘୁରି ବୁଲୁଛି କ୍ଷ ଅଭିଯୁକ୍ତ ହେଲେ ବାଉରୀଗୁଡା ହାଇସ୍କୁଲ ର ଶିକ୍ଷକ ପ୍ରମୋଦ ଖରସେଲ କ୍ଷ ଭିଡିଓ ଭାଇରକ୍ଷଲ ହେବା ପରେ ନାବାଳିକା ଛାତ୍ରୀ ଜଣକ କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲା କ୍ଷ ଅଭିଯୁକ୍ତ ପ୍ରମୋଦ ଖରସେଲ ଶିକ୍ଷକତା ସହିତ ଛୋଟ ଛୋଟ ଫିଲ୍ମ, ଆଲବମ ତିଆରି କରି ସାମାଜିକ ଗଣମାଧ୍ୟମ ରେ ପ୍ରସାରିତ କରନ୍ତି କ୍ଷ ‘ପ୍ରମୋଦ ପ୍ରଡକ୍ସନ’ ନାମରେ ଏକ ପ୍ରଡକ୍ସନ ହାଉସ ମଧ୍ୟ ରହିଛି କ୍ଷଏଥିରେ ସେ ପ୍ରଯୋଜକ ଓ ନିର୍ଦେଶକ କ୍ଷ ଫିଲ୍ମ ରେ ସୁଯୋଗ ଦେବାକୁ କହି ପ୍ରଲୋଭନ ଦେଖାଇ ନାବାଳିକା ଛାତ୍ରୀ ମାନଙ୍କୁ ଶାରୀରିକ ଶୋଷଣ କରି ଆସୁଥିବା ର ମଧ୍ୟ ଅଭିଯୋଗ ହୋଇଛି କ୍ଷ କିଛି ଦିନ ହେବ ଭିଡିଓ ଭାଇରକ୍ଷଲ ହେବା ପରେ ଏହି ଶିକ୍ଷକ ର ଅସଲ ଚେହେରା ଲୋକଙ୍କ ସାମ୍ନାକୁ ଆସିଛି କ୍ଷ କିଛି ଦିନ ତଳେ ପ୍ରମୋଦ ଉକ୍ତ ନାବାଳିକା ଛାତ୍ରୀ କୁ କଲେଜ ୟୁନିଫର୍ମ ଅବସ୍ଥାରେ ତାଙ୍କ ମୋଟର ସାଇକେଲ ଯୋଗେ ଏକ ଜଙ୍ଗଲ ରାସ୍ତା କୁ ନେଇ ବାଇକ କୁ ରାସ୍ତାରେ ଛାଡି ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲେ କ୍ଷ ଏହାପରେ ରାସ୍ତାରେ ଯିବା ଆସିବ କରୁଥିବା ଲୋକଙ୍କ ନଜର କୁ ପଡିବା ପରେ ଭିଡିଓ ସୁଟିଂ କରିଥିଲେ କ୍ଷ ଏହି ଭିଡିଓ ଟି ଭାଇରକ୍ଷଲ ହେବାପରେ ନାବାଳିକା ଛାତ୍ରୀ ଜଣକ ପ୍ରମୋଦ ଖରସେଲ ଙ୍କ ବିରୁଦ୍ଧରେ କୁଚିଣ୍ଡା ଥାନା ରେ ଦୁଷ୍କର୍ମ ଅଭିଯୋଗ କରିଥିଲେ କ୍ଷ କୁଚିଣ୍ଡା ପୁଲିସ ମାମଲା ରୁଜୁ କରିଛି କ୍ଷ ନାବାଳିକାଙ୍କ ଡାକ୍ତରୀ ମଇନା ପାଇଁ ସମ୍ବଲପୁର ପଠାଇଛି କ୍ଷ ଫେରାର ଥିବା ଅଭିଯୁକ୍ତ ପ୍ରମୋଦ ଖରସେଲ ଙ୍କୁ ଆଜି ଗିରଫ କରିଛି କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ