ପାଟକୁରା ରେ ବ।ଜିମାତ କଲା ବିଜେଡି

(ଯୁଗାବ୍ଦ ନ୍ୟୁଜ )ପାଟକୁରାରେ କଂଗ୍ରେସର ଉଡିଲା ଅମାନତା ଆଉ ପୁଣି ଶୁଭିଛି ଶଙ୍ଖଧ୍ୱନୀ । ବିଜେପି ର ତୁଙ୍ଗନେତା ବିଜୟ ମହାପାତ୍ର ନିଜର ପାରମ୍ପାରିକ ନିର୍ବାଚନ କ୍ଷେତ୍ର ରେ ପରାଜୟ ବରଣ କରିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଠାରୁ ପାଖାପାଖି ୧୭ ହଜାର ୬୫୫ ଭୋଟରେ ପରାଜିତ ହୋଇଛନ୍ତି ବିଜୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ