ବିଦେଶ ଗ୍ରସ୍ତ ରେ ଯିବେ ପ୍ରତାପ

(ଯୁଗାବ୍ଦ ନ୍ୟୁଜ )ମୋଦି ମନ୍ତ୍ରୀମଣ୍ଡଳ ରେ ସ୍ଥାନ ପାଇଥିବା ଓଡିଆ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ସହ ଆଫ୍ରିକା ଗ୍ରସ୍ତ ରେ ଯିବେ । ଏହି ଗ୍ରସ୍ତ କାଳରେ ସେ ଜିନିଆ ,ଗାମ୍ବିଆ ଓ ବେନିନ ଗ୍ରସ୍ତ ରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବେଦେଶିିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ୮ଦିନିଆ ଗ୍ରସ୍ତ ରେ ଯାଉଥିବା ପ୍ରତାପ ଙ୍କ ସହ ପଶ୍ଚିମବଙ୍ଗ ର ସାଂସଦ ଦିଲିପ ଘୋଷ ଯିବେ ବୋଲି ଜଣାପଡିଛି । ସୂଚନା ଅନୁସାରେ ରାଷ୍ଟ୍ରପତି ଙ୍କ ଅଭିଭାଷଣ ପରେ ଧନ୍ୟବାଦ ଅଭିଭାଷଣ ଦେଇ ପ୍ରତାପ ଦେଶବିଦେଶ ରେ ଚର୍ଚ୍ଚା ସାଉଣ୍ଟି ଥିଲେ । ଏହି ପରିଭାଷଣ ରଖିଥିବା ବେଳେ ଲୋକସଭାରେ ୫ ଟି ଭାଷା ରେ ଅଭିଭାଷଣ ଦେଇ ନିଜର ପରକାଷ୍ଠା ଦେଖାଇଥିଲେ । ରାଷ୍ଟ୍ରପତି ଙ୍କ ଏହି ଗ୍ରସ୍ତ କାଳରେ ଭାରତ ଓ ଆଫ୍ରିକା ମଧ୍ୟରେ ଦୁଇପାକ୍ଷିକ ସର୍ମ୍ପକ ମଜବୁତ ହେବ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ