କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ସଂସଦ ଗଠନ

ଯାଜପୁର (ଯୁଗାବ୍ଦ ନ୍ୟୁଜ୍): ଯାଜପୁର ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଛାତ୍ର ସଂସଦ ଗଠନ କରାଯାଇଛି । ଛାତ୍ର ସଂସଦ ଚୟନ ପକ୍ରିୟା ବିଦ୍ୟାଳୟର ବିରଷ୍ଠ ଅଧ୍ୟକ୍ଷ ଓ ବରିଷ୍ଠ ଶିକ୍ଷକ ମାନଙ୍କ ଦ୍ୱାରା ମନୋନୀତ କରିଥିଲେ । ବିଦ୍ୟାଳୟ ସ୍ତରରେ ବିଦ୍ୟାଳୟର କ୍ୟାପ୍ଟେନ ୧୬ଜଣ ଛାତ୍ରଛାତ୍ରୀ ଓ ସଦନ ସ୍ତରରେ ୬୪ଜଣ ଛାତ୍ରଛାତ୍ରୀ ମନୋନୀତ କରାଯାଇଛି । ବିଦ୍ୟାଳୟରେ ଶିବାଜୀ, ଟାଗୋର, ଅଶୋକା ଓ ରମଣ ୪ଗୋଟି ସଦନ ରହିଛି । ଏହି ଶପଥପାଠ ଉତ୍ସବ ରେ ବିଦ୍ୟାଳୟର ଅଧ୍ୟକ୍ଷକ ମଲଜିତ୍ ସଦସ୍ୟମାନଙ୍କୁ ପଦବୀ, ବ୍ୟାଚ୍, ସେସେ ଓ ପତାକା ପ୍ରଦାନ କରିଥିଲେ । ପାଠ୍ୟକ୍ରମ ପ୍ରଭାରୀଶିକ୍ଷକଗୋବିନ୍ଦ ଚନ୍ଦ୍ରଘଡ଼ାଇଏହିଉତ୍ସବକୁ ପରିଚାଳନା ଓ ସଂଯୋଜନାକରିଥିଲେ । ବରିଷ୍ଠଶିକ୍ଷକବ୍ରଜସୁନ୍ଦର ପ୍ରଧାନ, ଆକାଶସିହ୍ନା, ଶ୍ରୀମତୀସାଦିୟାଇଫାତ୍, ଶ୍ରୀମତୀକବିତାକୁମାରୀ ପ୍ରମୁଖଏହିକାର୍ଯ୍ୟରେସହଯୋଗକରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ