ବନମୋହଉଛବ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଷୋମବାର ମା ଜାଗେଶ୍ୱରୀ ଇଡକୋ ଡେଭଲପମେଣ୍ଟ କମିଟି ପକ୍ଷରୁ ବନ ମହୋତ୍ସବ ପାଳନ ହୋଇଯାଇଛି l ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ କୋଣାର୍କ ବନ ପାଳ, ଫରେଷ୍ଟର ବିଜୟଲକ୍ଷ୍ମୀ ବରାଳ, ଅକ୍ଷୟ କୁମାର ବେଉରାଙ୍କ ସମେତ କାର୍ଯ୍ୟକାରୀ କମିଟିର ବହୁ ସଦସ୍ୟଙ୍କ ଉପସ୍ଥିତିରେ ବନ ମହୋତ୍ସବ ପାଳନ ହୋଇଯାଇଛି, ଏହି ଅବସରରେ ବନ ମୋହ ଉଛବ ର ପ୍ରକୃତ ଉଦ୍ଦେଶ୍ଯ ବନ ପାଳ ସମସ୍ତଙ୍କୁ ବୁଝାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ