ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଜୁ ଯୁବଜନତାଦଳ ପକ୍ଷରୁ ବନମହୋତ୍ସବ ଅବସରରେ ଆଜି ପୈାରାଚଂଳ ଅନ୍ତର୍ଗତ ରଣପଡା ସ୍ମଶାନରେ ଫଳନ୍ତି ଗଛର ଚାରା ରୋପଣ କରାଯାଇଛି । ଜିଲ୍ଲା ଯୁବଜନତାଦଳର କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ, ଧିରେନ୍ଦ୍ର ଦାସ, ବୀକ୍ରମ ବାରିକ, ଦୟାନିଧି ମର୍ଦ୍ଦରାଜ, ରାଜେନ୍ଦ୍ର ମହାପାତ୍ର, ସୁଦାମ ସାହୁ ପ୍ରମୁଖ ଚାରାରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣର ଆବଶ୍ୟକତା ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ